अर्थ : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ
							उदाहरण : 
							ଜାଦୁଗର ଜାଦୁରେ ମିଠେଇ ବନାଇଲେ
							
पर्यायवाची : ଇନ୍ଦ୍ରଜାଲ, ଜାଦୁ, ଜାଦୁଗରୀ
अन्य भाषाओं में अनुवाद :
An illusory feat. Considered magical by naive observers.
conjuration, conjuring trick, deception, illusion, legerdemain, magic, magic trick, thaumaturgy, trickअर्थ : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
							उदाहरण : 
							ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
							
पर्यायवाची : ଅଦ୍ଭୁତ କାମ, ଆଶ୍ଚର୍ଯ୍ୟ, କମାଲ୍, ବିସ୍ମୟ
अन्य भाषाओं में अनुवाद :
Any amazing or wonderful occurrence.
miracle