अर्थ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
							उदाहरण : 
							ସେ କାର୍ ଚଲାଉଛି
							
पर्यायवाची : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
अन्य भाषाओं में अनुवाद :
अर्थ : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
							उदाहरण : 
							ଅଟା ଦଳିବା ପୂର୍ବରୁ ତାକୁ ଚଲାଅ  ଜେଜେମା’ ଗହମ ଚଲାଉଛନ୍ତି
							
अन्य भाषाओं में अनुवाद :
अर्थ : ସଞ୍ଚାଳନ କରିବା
							उदाहरण : 
							ଆପଣ ଫୋନର ସଞ୍ଚାଳନ କରନ୍ତୁ
							
पर्यायवाची : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
अन्य भाषाओं में अनुवाद :
अर्थ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
							उदाहरण : 
							ସେ ସିଲେଇ ମେସିନ୍ ଚଲାଉଛି  ବଢ଼େଇ ଭଅଁର ଚଲାଉଛି
							
पर्यायवाची : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
अन्य भाषाओं में अनुवाद :
अर्थ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
							उदाहरण : 
							ଏହି କାମକୁ ଚାଲିବାକୁ ଦିଅନ୍ତୁ
							
पर्यायवाची : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
अन्य भाषाओं में अनुवाद :
अर्थ : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
							उदाहरण : 
							ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
							
पर्यायवाची : ମାର୍ଚ୍ଚ କରାଇବା
अन्य भाषाओं में अनुवाद :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।अर्थ : ଚାଲିବାରେ ପ୍ରବୃତ୍ତ କରିବା
							उदाहरण : 
							ସେ ଛୁଆର ହାତ ଧରିକରି ଚଲାଉଛି
							
अन्य भाषाओं में अनुवाद :
अर्थ : ପବନରେ ଏପଟ ସେପଟ ହଲିବା
							उदाहरण : 
							ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
							
अन्य भाषाओं में अनुवाद :