अर्थ : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
							उदाहरण : 
							ସେ ଗହମ ପେଷୁଛି
							
पर्यायवाची : ପେଷିବା
अन्य भाषाओं में अनुवाद :
अर्थ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
							उदाहरण : 
							ହାଲୁଆ ଦୋକାନୀ ସେଓ ଚୂରୁଛି
							
पर्यायवाची : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂରିବା, ପେଷିବା
अन्य भाषाओं में अनुवाद :
Break or fall apart into fragments.
The cookies crumbled.