अर्थ : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
							उदाहरण : 
							ପ୍ରସବ ବେଦନା ବାଞ୍ଝ କି ଜାଣେ
							
पर्यायवाची : ବୁଝିବା
अन्य भाषाओं में अनुवाद :
Have firsthand knowledge of states, situations, emotions, or sensations.
I know the feeling!.अर्थ : ଅଭିଜ୍ଞ କିମ୍ବା ପରିଚିତ ହେବା
							उदाहरण : 
							ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ  ମୁଁ ଏବେ ଜାଣିଲି ଯେ ସେ  ଲେଖାପଢ଼ା ଜାଣେନାହିଁ
							
पर्यायवाची : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
अन्य भाषाओं में अनुवाद :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।अर्थ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							उदाहरण : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
पर्यायवाची : ଚିହ୍ନିବା
अन्य भाषाओं में अनुवाद :
Be familiar or acquainted with a person or an object.
She doesn't know this composer.अर्थ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
							उदाहरण : 
							ଏହି ଖବର ଆପଣଙ୍କଦ୍ୱାରା ଜାଣିଲି  ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
							
पर्यायवाची : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
अन्य भाषाओं में अनुवाद :
अर्थ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							उदाहरण : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
पर्यायवाची : ଚିହ୍ନିବା
अन्य भाषाओं में अनुवाद :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।