अर्थ : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
							उदाहरण : 
							ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
							
पर्यायवाची : ତରଙ୍ଗ, ଲହରୀ, ଲହଡ଼ି
अन्य भाषाओं में अनुवाद :
One of a series of ridges that moves across the surface of a liquid (especially across a large body of water).
moving ridge, wave