अर्थ : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
							उदाहरण : 
							ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
							
अन्य भाषाओं में अनुवाद :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerअर्थ : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
							उदाहरण : 
							ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
							
पर्यायवाची : ଅଭିନେତା, ନଟ, ନାଟୁଆ
अन्य भाषाओं में अनुवाद :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।अर्थ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
							उदाहरण : 
							ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
							
पर्यायवाची : ଚରିତ୍ର
अन्य भाषाओं में अनुवाद :
अर्थ : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
							उदाहरण : 
							ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
							
पर्यायवाची : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
अन्य भाषाओं में अनुवाद :