अर्थ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
							उदाहरण : 
							ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
							
पर्यायवाची : ଇଙ୍ଗିତ, ଠାର, ସଂକେତ
अन्य भाषाओं में अनुवाद :
A deliberate and vigorous gesture or motion.
gesticulationअर्थ : ଛିଡ଼ାହେବା,ବସିବା ଆଦି ଶରୀରର ଅଙ୍ଗଗୁଡ଼ିକର କୌଣସି ସ୍ଥିତି
							उदाहरण : 
							ଏହି ଫଟୋରେ ଆପଣଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଚି ଯେ ଆପଣ ଶୋଇଛନ୍ତି
							
अन्य भाषाओं में अनुवाद :