अर्थ : ଯାହା ପ୍ରମାଣ ଦ୍ୱାରା ସିଦ୍ଧ କରିହେବ ନାହିଁ
							उदाहरण : 
							ଅପ୍ରମାଣିତ ଅପରାଧର ଦଣ୍ଡ ଆପଣ କିପରି ଦେବେ?
							
पर्यायवाची : ପ୍ରମାଣବିହୀନ, ପ୍ରମାଣଶୂନ୍ୟ
अन्य भाषाओं में अनुवाद :
अर्थ : ପ୍ରତିସ୍ୱାକ୍ଷରଆଦିଦ୍ୱାରା ଯାହାର ସତ୍ୟତା ନିର୍ଦ୍ଧାରଣ କରାଯାଇପାରେନାହିଁ
							उदाहरण : 
							ଅଣ-ପ୍ରତିସ୍ୱାକ୍ଷରିତ ପ୍ରମାଣ ପତ୍ର ଦେଇଥିବା କାରଣରୁ ଆପଣଙ୍କ ଆବେଦନ ଉପରେ ବିଚାର କରାଯାଇପାରିନାହିଁ
							
पर्यायवाची : ଅଣ-ପ୍ରତିସ୍ୱାକ୍ଷରିତ
अन्य भाषाओं में अनुवाद :
Lacking proof or substantiation.
unverified