अर्थ : ମେଳ ବା ଦଳଆଦିରୁ ଅଲଗା ହେବା
							उदाहरण : 
							ସେ କଂଗ୍ରେସରୁ ବାହାରି ଗଲା
							
पर्यायवाची : ଦୂରେଇଯିବା, ପୃଥକ ହେବା, ବାହାରିଯିବା, ହଟିଯିବା
अन्य भाषाओं में अनुवाद :
Remove oneself from an association with or participation in.
She wants to leave.अर्थ : ବାହାର କରିଦେବା
							उदाहरण : 
							ଏହି କମ୍ପାନୀର ପଚାଶ କର୍ମଚାରୀ ଛଟେଇ ହୋଇଗଲେ
							
पर्यायवाची : ଛଟେଇହେବା, ବାହାର ହେବା
अन्य भाषाओं में अनुवाद :
Remove from a position or an office.
remove