अर्थ : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
							उदाहरण : 
							ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି  ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
							
पर्यायवाची : ଅସୁଲ କରିବା
अन्य भाषाओं में अनुवाद :
अर्थ : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
							उदाहरण : 
							ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
							
पर्यायवाची : ଅସୁଲ କରିବା
अर्थ : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
							उदाहरण : 
							ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
							
पर्यायवाची : ଅସୁଲ କରିବା
अन्य भाषाओं में अनुवाद :