अर्थ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
							उदाहरण : 
							ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
							
अन्य भाषाओं में अनुवाद :
अर्थ : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ
							उदाहरण : 
							ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ
							
पर्यायवाची : ଅସ୍ମ, ତାପୀଜ, ସ୍ୱର୍ଣ୍ଣମଖୀ
अन्य भाषाओं में अनुवाद :
एक प्रकार का खनिज पदार्थ।
सोनमक्खी का प्रयोग औषध के रूप में होता है।अर्थ : ଗୋଟିଏ ପ୍ରକାରର ରେଶମ ପୋକ
							उदाहरण : 
							ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି
							
पर्यायवाची : ଅବରତ, ସ୍ୱର୍ଣ୍ଣମଖୀ
अन्य भाषाओं में अनुवाद :
अर्थ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
							उदाहरण : 
							ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
							
अन्य भाषाओं में अनुवाद :