अर्थ : ୟୁହୁଦୀ ଏବଂ ଖ୍ରୀଷ୍ଟିୟାନ ଧର୍ମାନୁସାରେ ମାନବଜାତିର ଜନନୀ ତଥା ପ୍ରଥମ ମହିଳା କୁହାଯାଉଥିବା ଆଡାମଙ୍କ ପତ୍ନୀ
							उदाहरण : 
							ଈଶ୍ବର ଇଭଙ୍କୁ ଆଡାମଙ୍କ ପଞ୍ଜରାହାଡରୁ ତିଆରି କରିଥିଲେ
							
अर्थ : ପୈଗମ୍ବରୀ ମତ ଅନୁସାରେ ଆଦାମଙ୍କ ପତ୍ନୀ ସଂସାରର ପ୍ରଥମ ସ୍ତ୍ରୀ ଥିଲେ
							उदाहरण : 
							ପୈଗମ୍ବରୀ ମତ ଅନୁସାରେ ସମଗ୍ର ମଣିଷ ଜାତିର ଉତ୍ପତ୍ତି ଇଭ୍ଙ୍କ ଠାରୁ ହୋଇଛି
							
पर्यायवाची : ହୌୱା
अन्य भाषाओं में अनुवाद :