अर्थ : ଯିଏ ନୈତିକତାରେ ପୂର୍ଣ୍ଣ
							उदाहरण : 
							ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
							
पर्यायवाची : ଠିକ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ
अन्य भाषाओं में अनुवाद :
अर्थ : ଯେଉଁଭଳି ହେବା ଦରକାର ସେଭଳି
							उदाहरण : 
							ଆପଣ ଉଚିତ କଥା କହିବା ଆବଶ୍ୟକ  ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
							
पर्यायवाची : ଉପଯୁକ୍ତ, ଠିକ, ଯୋଗ୍ୟ, ସମୁଚିତ
अन्य भाषाओं में अनुवाद :
Suitable for a particular person or place or condition etc.
A book not appropriate for children.अर्थ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
							उदाहरण : 
							ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
							
पर्यायवाची : ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
अन्य भाषाओं में अनुवाद :
Suitable for a particular person or place or condition etc.
A book not appropriate for children.