अर्थ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
							उदाहरण : 
							ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
							
पर्यायवाची : ଆନ୍ଦୋଳନ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
अन्य भाषाओं में अनुवाद :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingअर्थ : ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
							उदाहरण : 
							ଛାତ୍ର ଉପଦ୍ରବରେ ଅସ୍ତବ୍ୟସ୍ତ ହୋଇ ପ୍ରଧାନଶିକ୍ଷକ ଅନିଶ୍ଚିତ କାଳପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଲେ  ଆପଣମାନେ ଅଯଥାରେ ଗଣ୍ଡଗୋଳ କରନ୍ତୁ ନାହିଁ  ଚାରିଆଡେ ଅତ୍ୟାଚାର, ଉତ୍ପୀଡନ ବ୍ୟାପିଛି
							
पर्यायवाची : ଅତ୍ୟାଚାର, ଉତ୍ପାତ, ଉତ୍ପୀଡନ, ଦଙ୍ଗା
अन्य भाषाओं में अनुवाद :
बहुत से लोगों द्वारा की जाने वाली तोड़-फोड़, मार-पीट आदि।
छात्रों के उपद्रव से परेशान होकर प्रधानाचार्य ने अनिश्चित काल के लिए विद्यालय को बंद कर दिया।