अर्थ : ଯାହାଙ୍କଠାରେ ଦୟା ଅଛି
							उदाहरण : 
							ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି  ଖୋଦା ଗରିବ ପ୍ରତି କୃପାଳୁ
							
पर्यायवाची : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ, ସହୃଦୟ
अन्य भाषाओं में अनुवाद :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.अर्थ : ଯାହାକୁ ଦେଖିଲେ ମନରେ କରୁଣା ଉତ୍ପନ୍ନ ହୁଏ
							उदाहरण : 
							କରୁଣାମୟ ହୃଦୟ ଦେଖି ମହେଶ କାନ୍ଦିଲା
							
पर्यायवाची : କରୁଣାମୟ, କରୁଣାମୟୀ
अन्य भाषाओं में अनुवाद :
Deserving or inciting pity.
A hapless victim.