अर्थ : ମାଛ ଧରୁଥିବା ଏକ ଜାତି
							उदाहरण : 
							କେତେକ ଗ୍ରାମୀଣ କ୍ଷେତ୍ରରେ ଏବେବି କେଉଟ ଜାତି ନିଜ ପେଶାରେ ଲାଗିଛନ୍ତି
							
पर्यायवाची : କୈବର୍ତ୍ତ, ଧୀବର, ମାଛୁଆ
अन्य भाषाओं में अनुवाद :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiअर्थ : ନୌକା ଚଳାଇବା କାମ କରୁଥିବା ଏକ ଜାତି
							उदाहरण : 
							ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
							
पर्यायवाची : ନାବିକ, ମଲ୍ହା, ମଲ୍ହା ଜାତି
अन्य भाषाओं में अनुवाद :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiअर्थ : ଯିଏ ମାଛ ଧରି ବିକ୍ରିକରେ
							उदाहरण : 
							ସମୁଦ୍ରରେ ଝଡ଼ ଆସିବାରୁ ଧୀବରମାନେ ମାଛ ଧରିବାକୁ ଯାଇପାରିଲେ ନାହିଁ
							
अन्य भाषाओं में अनुवाद :