अर्थ : ଯେଉଁ ପରିବର୍ତ୍ତନରେ ସ୍ଥିତି ପୂର୍ଣ୍ଣ ଭାବରେ ବଦଳି ଯାଏ
							उदाहरण : 
							କୌଣସି ସାମାଜିକ କ୍ରାନ୍ତିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମାଜରେ ପୂର୍ଣ୍ଣ ପରିବର୍ତ୍ତନ ଆଣିବା
							
पर्यायवाची : ଆମୂଳଚୂଳ ପରିବର୍ତ୍ତନ, ପୂର୍ଣ୍ଣ ପରିବର୍ତ୍ତନ
अन्य भाषाओं में अनुवाद :
वह परिवर्तन जिसमें स्थिति पूरी तरह से बदल जाए।
किसी भी सामाजिक क्रांति का प्राथमिक उद्देश्य होता है, समाज में पूर्ण परिवर्तन लाना।