अर्थ : ଧାର୍ମିକ କାର୍ଯ୍ୟ ସମୟର ଏକ ରୀତି ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଲୁଗାକାନିକୁ ବାନ୍ଧିଦିଆଯାଏ
							उदाहरण : 
							ସତ୍ୟନାରାୟଣ ବ୍ରତ କଥା ଶୁଣିବାବେଳେ ପୂଜକ ଯଜମାନ ଦମ୍ପତିଙ୍କ ଗଇଣ୍ଠିଆଳ ପକାଇଦେଲେ
							
पर्यायवाची : ଗଣ୍ଠିବନ୍ଧନ
अन्य भाषाओं में अनुवाद :
The prescribed procedure for conducting religious ceremonies.
ritual