अर्थ : ବେଇଜ୍ଜତ କରିବା
							उदाहरण : 
							ସେ ତା ଶଳାକୁ ବହୁତ ଗାଳି ଦେଲା
							
पर्यायवाची : ଅପମାନ କରିବା, ନିନ୍ଦା କରିବା, ବେଜିତ୍ କରିବା
अन्य भाषाओं में अनुवाद :
अर्थ : ତିରସ୍କାରପୂର୍ବକ ନିଜ ପାଖରୁ ହଟାଇବା
							उदाहरण : 
							ସେ ଭିକାରୀକୁ ତିରସ୍କାର କଲା
							
पर्यायवाची : ତିରସ୍କାର କରିବା
अन्य भाषाओं में अनुवाद :
अर्थ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
							उदाहरण : 
							ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
							
पर्यायवाची : ଖରାପ ଶବ୍ଦ କହିବା, ବକିବା
अन्य भाषाओं में अनुवाद :
Use foul or abusive language towards.
The actress abused the policeman who gave her a parking ticket.