ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି
କ୍ଷିତି (ବିଶେଷ୍ୟ)
ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ଆଶା କରିବା (କ୍ରିୟାପଦ)
ଇଚ୍ଛା କରିବା
ଖତିୟାନା (ବିଶେଷ୍ୟ)
ଅଭିଲେଖ ରକ୍ଷକର ଯେଉଁ କାଗଜରେ ଖେତର ନମ୍ବର , ରକବାଆଦି ଲେଖା ଯାଇଥାଏ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଆଲଟ (ବିଶେଷ୍ୟ)
କନାରେ ତିଆରି ହୋଇଥିବା ବା କନା ଲାଗିଥିବା ପଙ୍ଖା
ଧାତୁ (ବିଶେଷ୍ୟ)
ବୈଦ୍ୟମାନଙ୍କ ଅନୁସାରେ ଶରୀର ନିର୍ମାଣରେ ସହାୟତା କରୁଥିବା ସାତଟି ଅନ୍ତଃତତ୍ତ୍ୱ ବା ପଦାର୍ଥ
ପୟ (ବିଶେଷ୍ୟ)
ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ