अर्थ : ଅନୁଭବ କରାଇବା
							उदाहरण : 
							ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
							
पर्यायवाची : ଅନୁଭବ କରାଇବା, ପହଞ୍ଚାଇବା
अन्य भाषाओं में अनुवाद :
अर्थ : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
							उदाहरण : 
							ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
							
पर्यायवाची : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
अन्य भाषाओं में अनुवाद :
अर्थ : ଯାଞ୍ଚ ବା ନିରୀକ୍ଷଣ କରାଇବା
							उदाहरण : 
							ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
							
अन्य भाषाओं में अनुवाद :
अर्थ : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
							उदाहरण : 
							ସେ ଆମକୁ ନିଜର ନୂଆଘର ଦେଖାଇଲା
							
पर्यायवाची : ଦର୍ଶାଇବା
अन्य भाषाओं में अनुवाद :
अर्थ : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
							उदाहरण : 
							ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
							
पर्यायवाची : ନିର୍ଦ୍ଦେଶ କରିବା, ବତାଇବା
अन्य भाषाओं में अनुवाद :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।