अर्थ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
							उदाहरण : 
							ସେ ଜଣେ  ଲୋକ ସଙ୍ଗେ ମିଶୁଛି  ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
							
पर्यायवाची : ଏକତ୍ର ହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
अन्य भाषाओं में अनुवाद :
अर्थ : ଭେଟହେବା
							उदाहरण : 
							ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
							
पर्यायवाची : ମିଶିବା, ସାକ୍ଷାତହେବା
अन्य भाषाओं में अनुवाद :
भेंट होना या मुलाकात होना।
आज मैं शर्माजी के घर गया था पर वे नहीं मिले।