अर्थ : ୟୁରୋପ,ଆମେରିକା ଆଦିର ଦେଶ
							उदाहरण : 
							ଆଜିକାଲି ଅଧିକାଂଶ ଭାରତୀୟ ପଶ୍ଚିମର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି
							
अन्य भाषाओं में अनुवाद :
अर्थ : ସୂର୍ଯ୍ୟ ଅସ୍ତ ହେବାର ଦିଗ ବା ପୂର୍ବଦିଗର ସାମନା ଦିଗ
							उदाहरण : 
							ମୋ ଘର ଏହିଠାରୁ ପଶ୍ଚିମରେ
							
पर्यायवाची : ପଶ୍ଚିମ ଦିଗ, ପଶ୍ଚିମ ଦିଶା
अन्य भाषाओं में अनुवाद :
अर्थ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଦୁଇଶହ ସତୁରୀ ଡିଗ୍ରୀ ଉପରେ ହୋଇଥାଏ
							उदाहरण : 
							ପଶ୍ଚିମ ସର୍ବଦା ପଶ୍ଚିମ ଦିଗଆଡ଼କୁ ହିଁ ହୋଇଥାଏ
							
अन्य भाषाओं में अनुवाद :