अर्थ : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
							उदाहरण : 
							ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
							
अन्य भाषाओं में अनुवाद :
अर्थ : କୌଣସି ଦେଶର ଏକ ବିଭାଗ ଯାହାର ବାସିନ୍ଦାଙ୍କ ଶାସନପଦ୍ଧତି, ଭାଷା, ଚାଲିଚଳଣି, ବ୍ୟବହାରଆଦି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ
							उदाहरण : 
							ସ୍ୱତନ୍ତ୍ର ଭାରତରେ ବର୍ତ୍ତମାନ ଅଣତିରିଶଟି ପ୍ରଦେଶ ଅଛି
							
पर्यायवाची : ରାଜ୍ୟ
अन्य भाषाओं में अनुवाद :
अर्थ : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
							उदाहरण : 
							ଭାରତ ମୋ ଦେଶ
							
पर्यायवाची : ଅଞ୍ଚଳ, ଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
अन्य भाषाओं में अनुवाद :
The country or state or city where you live.
Canadian tariffs enabled United States lumber companies to raise prices at home.