अर्थ : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା
							उदाहरण : 
							ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି
							
पर्यायवाची : ଟଣାଇବା, ବିସ୍ତାରିତ କରାଇବା
अन्य भाषाओं में अनुवाद :
अर्थ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							उदाहरण : 
							ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
							
पर्यायवाची : ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
अन्य भाषाओं में अनुवाद :