अर्थ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
							उदाहरण : 
							ତୁମରି ଫାନ୍ଦରେ କେହିବି ଫସିଯିବ
							
पर्यायवाची : କୌଶଳ, ଚାଲ୍, ଜାଲ, ଫାଶ
अन्य भाषाओं में अनुवाद :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।अर्थ : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
							उदाहरण : 
							ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
							
अन्य भाषाओं में अनुवाद :
अर्थ : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
							उदाहरण : 
							ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
							
अन्य भाषाओं में अनुवाद :