अर्थ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
							उदाहरण : 
							ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
							
पर्यायवाची : ସ୍ଥିର ହୋଇଯିବା
अन्य भाषाओं में अनुवाद :
Remove by passing through a filter.
Filter out the impurities.अर्थ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
							उदाहरण : 
							ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
							
पर्यायवाची : ଧସିଯିବା, ଭୁଷୁଡ଼ି ପଡ଼ିବା
अन्य भाषाओं में अनुवाद :
अर्थ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
							उदाहरण : 
							ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
							
पर्यायवाची : ଚେପାହୋଇଯିବା, ଦାବିହୋଇଯିବା
अन्य भाषाओं में अनुवाद :