अर्थ : ଗୋଟିଏ ବସ୍ତୁର ଅନ୍ୟ ବସ୍ତୁ ସହିତ ମିଶିଯିବାର କ୍ରିୟା
							उदाहरण : 
							କୁହାଯାଏ କି ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୟ ହୋଇଯାଏ
							
अन्य भाषाओं में अनुवाद :
अर्थ : ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା
							उदाहरण : 
							ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ
							
अन्य भाषाओं में अनुवाद :