अर्थ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
							उदाहरण : 
							ସେ ଭ୍ରମଣରେ ଯାଉଛି  ତାର ଯାତ୍ରା ସଫଳ ହେଲା
							
अन्य भाषाओं में अनुवाद :
अर्थ : ଅକାରଣରେ ବୁଲିବା ଓ ଚାଲିବା
							उदाहरण : 
							କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
							
पर्यायवाची : ଚଲାବୁଲା କରିବା, ବିଚରଣ କରିବା
अन्य भाषाओं में अनुवाद :
अर्थ : ଦିଗ ପରିବର୍ତ୍ତନ କରିବା
							उदाहरण : 
							ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
							
अन्य भाषाओं में अनुवाद :
Change orientation or direction, also in the abstract sense.
Turn towards me.अर्थ : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
							उदाहरण : 
							ସେ ମନ୍ଦିର ପରିକ୍ରମା କରୁଅଛି
							
पर्यायवाची : ଘୁରିବା, ଚକକର ମାରିବା, ପରିକ୍ରମା କରିବା
अन्य भाषाओं में अनुवाद :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।अर्थ : କୌଣସି ସ୍ଥାନରେ ଭ୍ରମଣ କରିବା
							उदाहरण : 
							ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
							
पर्यायवाची : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
अन्य भाषाओं में अनुवाद :
किसी स्थान पर घूमना-फिरना।
हमने गोवा भी घूमा है।