अर्थ : ପରିମାଣରେ ଅଧିକ କରିବା
							उदाहरण : 
							ସେ ଭୋଜନର ପରିମାଣ ବଢ଼ାଇଦେଇଛି
							
पर्यायवाची : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
अन्य भाषाओं में अनुवाद :
अर्थ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							उदाहरण : 
							ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
							
पर्यायवाची : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
अन्य भाषाओं में अनुवाद :