अर्थ : ବ୍ୟବହାର କରିବା
							उदाहरण : 
							ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?
							
पर्यायवाची : ଆଚରଣ କରିବା
अन्य भाषाओं में अनुवाद :
व्यवहार करना।
वह मेरे साथ अच्छा व्यवहार नहीं कर रहा है।अर्थ : ବ୍ୟବହାର ବା ଆଚରଣ କରିବା
							उदाहरण : 
							ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ
							
पर्यायवाची : ଆଚରଣ କରିବା, ବେଭାରକରିବା
अन्य भाषाओं में अनुवाद :
अर्थ : ବ୍ୟବହାର ବା କାମରେ ଆଣିବା
							उदाहरण : 
							ପ୍ରକୃତି କୋଳରେ ଉପଲବ୍ଧ ସାଧନକୁ ଠିକଭାବେ ଉପଯୋଗ କର ନିଜ ବୁଦ୍ଧିର ବ୍ୟବହାର କର
							
पर्यायवाची : ଉପଯୋଗ କରିବା, ପ୍ରୟୋଗ କରିବା
अन्य भाषाओं में अनुवाद :
व्यवहार या काम में लाना।
प्रकृति में उपलब्ध संसाधनों का सही तरह से उपयोग करो।अर्थ : କୌଣସି ରୂପରେ ଆଣିବା
							उदाहरण : 
							ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
							
पर्यायवाची : କରିବା, ପ୍ରସ୍ତୁତ କରିବା
अन्य भाषाओं में अनुवाद :
अर्थ : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
							उदाहरण : 
							ଆପଣ ମୋତେ ପ୍ରସନ୍ନ କଲେ  ସତର୍କତାର ସହିତ ଏହା କର
							
पर्यायवाची : କରିବା
अन्य भाषाओं में अनुवाद :