अर्थ : ଆଘାତ ବା ଜୋରରେ ଝଟକାଦେଇ କୌଣସି ପଦାର୍ଥକୁ ଖଣ୍ଡ ବା ଭାଗ କରିବା
							उदाहरण : 
							ଏହି ଆଖୁକୁ ଛୋଟଛୋଟ ଖଣ୍ଡ କରିଦିଅ
							
पर्यायवाची : ଖଣ୍ଡ କରିବା, ଗଡ଼କରିବା
अन्य भाषाओं में अनुवाद :
आघात या झटके से किसी पदार्थ के खंड या टुकड़े करना।
इस गन्ने के छोटे-छोटे टुकड़े कर दो।अर्थ : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
							उदाहरण : 
							ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
							
पर्यायवाची : ବାଣ୍ଟିବା, ଭାଗବାଣ୍ଟିବା
अन्य भाषाओं में अनुवाद :