अर्थ : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
							उदाहरण : 
							ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ  ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
							
पर्यायवाची : ଅନାଦାର, ଅବଜ୍ଞା, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ବେଖାତିର
अन्य भाषाओं में अनुवाद :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।