अर्थ : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
							उदाहरण : 
							ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
							
अन्य भाषाओं में अनुवाद :
अर्थ : ଗୋଟିଏ ବସ୍ତୁରେ ଅନ୍ୟବସ୍ତୁ ବା ବସ୍ତୁଗୁଡ଼ିକ ମିଶାଇ ସବୁ ଏକାଠି କରିବା
							उदाहरण : 
							ଗୋଲାପି ରଙ୍ଗ ତିଆରି କରିବାପାଇଁ ସେ ଲାଲ୍ ଓ ଧଳା ରଙ୍ଗ ମିଶାଇଲେ  ଦୁଧବାଲା ଦୁଧରେ ପାଣି ମିଶାଏ
							
पर्यायवाची : ଏକତ୍ରିତକରିବା, ଏକାଠିକରିବା, ମିଳାଇବା, ମିଶ୍ରଣକରିବା
अन्य भाषाओं में अनुवाद :