अर्थ : ରାଗରେ ଘୋର ଶବ୍ଦ କରିବା
							उदाहरण : 
							ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
							
पर्यायवाची : ଗର୍ଜନକରିବା, ଚିଲ୍ଲେଇବା
अन्य भाषाओं में अनुवाद :
अर्थ : ଯୋରରେ କହିବା
							उदाहरण : 
							ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
							
पर्यायवाची : ଗର୍ଜନ କରିବା, ଚିତ୍କାର କରିବା, ଚିଲ୍ଲାଇବା
अन्य भाषाओं में अनुवाद :