अर्थ : ଯିଏ ନିଦ୍ରାରେ ଅଛି ବା ଶୋଇଛି
							उदाहरण : 
							କୁମ୍ଭକର୍ଣ୍ଣ ଛଅ ମାସ କାଳ ନିଦ୍ରାମଗ୍ନ ରହୁଥିଲା  ମା’ ଶୋଇଥିବା ପିଲାକୁ ଉଠାଉଛି
							
पर्यायवाची : ନିଦ୍ରାଗତ, ନିଦ୍ରାମଗ୍ନ, ନିଦ୍ରିତ, ଶାୟିତ
अन्य भाषाओं में अनुवाद :
जो निद्रा में हो या सोया हुआ हो।
माँ सोए बच्चे को जगा रही है।अर्थ : ଯାହାର କ୍ରିୟାଶୀଳତା ବନ୍ଦ ହୋଇଯାଇଛି
							उदाहरण : 
							ରୋଗୀ ନିଷ୍କ୍ରିୟ ଅବସ୍ଥାରେ ବିଛଣାରେ ପଡ଼ିଛି
							
पर्यायवाची : ନିଷ୍କ୍ରିୟ
अन्य भाषाओं में अनुवाद :
In a condition of biological rest or suspended animation.
Dormant buds.