ಅರ್ಥ : ରୋକିବାର ପ୍ରକ୍ରିୟା
							ಉದಾಹರಣೆ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
ಸಮಾನಾರ್ಥಕ : ଗତିରୋଧ କରିବା, ବନ୍ଦକରିବା, ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							ಉದಾಹರಣೆ : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
ಸಮಾನಾರ್ಥಕ : ରୋକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
							ಉದಾಹರಣೆ : 
							ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେପରି କଲେ କୌଣସି କାମ ଅଧା ରହେ
							ಉದಾಹರಣೆ : 
							ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
							
ಸಮಾನಾರ್ಥಕ : ଝୁଲେଇ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ಉದಾಹರಣೆ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :