ಅರ್ಥ : ଯାହାକୁ ଅଧିକାର ମିଳିଛି
							ಉದಾಹರಣೆ : 
							ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
							
ಸಮಾನಾರ್ಥಕ : କ୍ଷମତାପ୍ରାପ୍ତ, ପ୍ରାଧିକୃତ
ಇತರ ಭಾಷೆಗಳಿಗೆ ಅನುವಾದ :
Sanctioned by established authority.
An authoritative communique.ಅರ್ಥ : ଯାହାକୁ ଅଧିଗ୍ରହଣ କରାଯାଇଛି
							ಉದಾಹರಣೆ : 
							ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
							
ಸಮಾನಾರ್ಥಕ : ଅଧିଗୃହୀତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
							ಉದಾಹರಣೆ : 
							ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
							
ಸಮಾನಾರ್ಥಕ : ଅଧିକାରଭୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
Given official approval to act.
An accredited college.