ಅರ್ಥ : ଯାହାର ସ୍ଥାପନା କରାଯାଇଛି
							ಉದಾಹರಣೆ : 
							ଏହି ବିଦ୍ୟାଳୟ ମୋର ଜେଜେବାପାଙ୍କଦ୍ୱାରା ସ୍ଥାପିତ ହୋଇଛି
							
ಸಮಾನಾರ್ಥಕ : ଅଧିଷ୍ଠାପିତ, ସଂସ୍ଥାପିତ, ସ୍ଥାପିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ ସ୍ଥାନ ବା ସ୍ଥିତିରେ ସ୍ଥିରଥିବା ବା ଦୀର୍ଘଦିନଧରି ଥିବା
							ಉದಾಹರಣೆ : 
							ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ
							
ಇತರ ಭಾಷೆಗಳಿಗೆ ಅನುವಾದ :