ಅರ್ಥ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
							
ಇತರ ಭಾಷೆಗಳಿಗೆ ಅನುವಾದ :
The state of being subordinate to something.
subordinationಅರ್ಥ : ନିୟମିତ ରୂପେ କୌଣସି କଥାର ଅନୁସରଣ
							ಉದಾಹರಣೆ : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
ಸಮಾನಾರ್ಥಕ : ଆୟତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଅଧୀନରେ ରହେ
							ಉದಾಹರಣೆ : 
							ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
							
ಇತರ ಭಾಷೆಗಳಿಗೆ ಅನುವಾದ :
Restrained or managed or kept within certain bounds.
Controlled emotions.ಅರ್ಥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
							ಉದಾಹರಣೆ : 
							ନିଜ ଅଧୀନ  କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							ಉದಾಹರಣೆ : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
ಸಮಾನಾರ್ಥಕ : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ବଶରେ ଅଛି
							ಉದಾಹರಣೆ : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :