ಅರ್ಥ : ଅପକାର କରିବା ବାଲା ବ୍ୟକ୍ତି
							ಉದಾಹರಣೆ : 
							ଅପକାରୀ କେବେ ସୁଖୀ ରହେନାହିଁ
							
ಸಮಾನಾರ್ಥಕ : ଅନିଷ୍ଟକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ, ଅପକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
अपकार करने वाला व्यक्ति।
अपकारी कभी सुखी नहीं रहता है।ಅರ್ಥ : ଯେ ଅନର୍ଥ ବା ଧ୍ୱଂସ କରେ
							ಉದಾಹರಣೆ : 
							ଗୁଜୁରାଟରେ ଆସିଥିବା ଅନର୍ଥକାରୀ ଭୂମିକମ୍ପ ବହୁତ ଲୋକଙ୍କୁ ଅନାଥ କରିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅପକାର କରିବା ଲୋକ ବା ଯେ ଅପକାଋ କରେ
							ಉದಾಹರಣೆ : 
							ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
							
ಸಮಾನಾರ್ಥಕ : ଅନିଷ୍ଟକାରୀ, ଅନୁପକାରୀ, ଅପକର୍ତ୍ତା, ଅପକାରକ, ଅପକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :