ಅರ್ಥ : ଉଦ୍ଦେଶ୍ୟର ଅଭାବ
							ಉದಾಹರಣೆ : 
							ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
							
ಸಮಾನಾರ್ಥಕ : ଅକାରଣ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
ಅರ್ಥ : ଯାହା ଆବଶ୍ୟକ ନୁହେଁ
							ಉದಾಹರಣೆ : 
							ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
							
ಸಮಾನಾರ್ಥಕ : ଅଦରକାରୀ, ଅବାଞ୍ଚନୀୟ, ଫାଲ୍ତୁ, ମୂଲ୍ୟହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
जो आवश्यक न हो।
तुम अपना समय अनावश्यक कामों में क्यों बिताते हो।ಅರ್ಥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							ಉದಾಹರಣೆ : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
ಸಮಾನಾರ್ಥಕ : ଅକାରଣ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର, ବ୍ୟର୍ଥ
ಇತರ ಭಾಷೆಗಳಿಗೆ ಅನುವಾದ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.ಅರ್ಥ : ଯାହାଠାରେ ବା ଯାହାଠାରୁ ଆବଶ୍ୟକତା ନାହିଁ
							ಉದಾಹರಣೆ : 
							ଗୀତା ଅନୁସାରେ ଅନାବଶ୍ୟକ କର୍ମ କରିବା ଉଚିତ
							
ಸಮಾನಾರ್ಥಕ : ଅନପେକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :