ಅರ್ಥ : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ
							ಉದಾಹರಣೆ : 
							ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୋଷୀ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ  ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
							
ಸಮಾನಾರ್ಥಕ : ଦୋଷ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
							ಉದಾಹರಣೆ : 
							ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
							
ಸಮಾನಾರ್ಥಕ : ଭୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ
							ಉದಾಹರಣೆ : 
							ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ