ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଛଡ଼ାଇ ନିଆଯାଏ
ಉದಾಹರಣೆ : ଅପହୃତ ଧନଦ୍ୱାରା ତୁମକୁ ଅଧିକ ଦିନ ସୁଖ ମିଳିବ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
हरण किया हुआ या बलपूर्वक लिया हुआ।
Wrongfully emptied or stripped of anything of value.
ಅರ್ಥ : ଚୋରି କରାଯାଇଥିବା
ಉದಾಹರಣೆ : ଚୋରା ଧନ ସହିତ ଚୋର ଅଦୃଶ୍ୟ ହୋଇଗଲା
ಸಮಾನಾರ್ಥಕ : ଚୋରା, ଲୁଣ୍ଠିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
चोरी किया हुआ।
ಅರ್ಥ : ଯାହା ଲୁଟ୍ କରାଯାଇଛି
ಉದಾಹರಣೆ : ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ
लूटा हुआ।
ಅರ್ಥ : ଯାହାଙ୍କର ଅପହରଣ କରାଯାଇଛି
ಉದಾಹರಣೆ : ନିଜ ଚାଲାକି କାରଣରୁ ଗୋଟିଏ ଅପହୃତ ବାଳକ ଅପହରଣକାରୀଙ୍କ କବଳରୁ ପଳାଇଆସିପାରିଲା
ಸಮಾನಾರ್ಥಕ : ହରଣଚାଳକୃତ
जिसका अपहरण किया गया हो।
ಸ್ಥಾಪನೆ