ಅರ್ಥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
							ಉದಾಹರಣೆ : 
							ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
							
ಸಮಾನಾರ್ಥಕ : ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା, ଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
Appear to begin an activity.
He made to speak but said nothing in the end.