ಅರ್ಥ : ନାଟକରେ କୌଣସି ପାତ୍ରର ଅଭିନୟ
							ಉದಾಹರಣೆ : 
							ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି  ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
An actor's portrayal of someone in a play.
She played the part of Desdemona.ಅರ್ಥ : ଅନ୍ୟ ବ୍ୟକ୍ତିମାନଙ୍କର ଭାଷଣ, ଚେଷ୍ଟାଆଦିକୁ କିଛି ସମୟପାଇଁ ଅନୁକରଣ କରିବାର କ୍ରିୟା, ଯାହା ନାଟକଆଦିରେ ହୁଏ
							ಉದಾಹರಣೆ : 
							ଏହି ନାଟକରେ ରାମର ଅଭିନୟ ବହୁତ ପ୍ରଶଂସନୀୟ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
							ಉದಾಹರಣೆ : 
							ସେ ବେମାର ହେବାର ନାଟକ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving a false appearance.
His conformity was only pretending.