ಅರ್ಥ : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ
							ಉದಾಹರಣೆ : 
							ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା
							
ಸಮಾನಾರ್ಥಕ : ପ୍ରତିଭୂତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ
							ಉದಾಹರಣೆ : 
							ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ
							
ಇತರ ಭಾಷೆಗಳಿಗೆ ಅನುವಾದ :
The delivery of personal property in trust by the bailor to the bailee.
bailmentಅರ್ಥ : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି
							ಉದಾಹರಣೆ : 
							ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା
							
ಅರ್ಥ : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା
							ಉದಾಹರಣೆ : 
							ମୁଁ ଅମାନତକୁ ଡରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ
							ಉದಾಹರಣೆ : 
							ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :