ಅರ್ಥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							ಉದಾಹರಣೆ : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
ಸಮಾನಾರ್ಥಕ : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଲଗା ବା ପୃଥକ ହୋଇଥିବା ବସ୍ତୁ
							ಉದಾಹರಣೆ : 
							ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
							
ಸಮಾನಾರ್ಥಕ : ପୃଥକ
ಇತರ ಭಾಷೆಗಳಿಗೆ ಅನುವಾದ :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।ಅರ್ಥ : ଯାହାର ବିଭାଜନ ହୋଇଛି
							ಉದಾಹರಣೆ : 
							ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି  ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
							
ಸಮಾನಾರ್ಥಕ : ବିଭକ୍ତ, ବିଭାଜିତ, ଭେଦିତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।ಅರ್ಥ : ମିଳି ନ ଥିବା
							ಉದಾಹರಣೆ : 
							ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
							
ಸಮಾನಾರ್ಥಕ : ଅମିଶ୍ରିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଲଗା ମତ ବା ଅନ୍ତର ହେବା
							ಉದಾಹರಣೆ : 
							ଦୂରେଇ ଛିଡ଼ା ହୁଅ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପକ୍ଷ ବା ଦୂର
							ಉದಾಹರಣೆ : 
							ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :