ಅರ್ಥ : ଯାହା ଢଙ୍କା ବା ଆବୃତ ନୁହେଁ
							ಉದಾಹರಣೆ : 
							ଖୋଲା ଜିନିଷକୁ ଢାଙ୍କି ରଖ
							
ಸಮಾನಾರ್ಥಕ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା
ಇತರ ಭಾಷೆಗಳಿಗೆ ಅನುವಾದ :
जो ढँका या आवृत न हो।
खुली वस्तुओं को ढक कर रखो।ಅರ್ಥ : ଯାହା ଆଗରେ କୌଣସି ଆବରଣ ନାହିଁ
							ಉದಾಹರಣೆ : 
							ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା
							
ಸಮಾನಾರ್ಥಕ : ଆବରଣରହିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଓଢ଼ଣା ପକାଇନାହିଁ
							ಉದಾಹರಣೆ : 
							ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ
							
ಸಮಾನಾರ್ಥಕ : ପର୍ଦ୍ଦାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :