ಅರ್ಥ : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
							ಉದಾಹರಣೆ : 
							ଦାଦା ଆବର୍ତ୍ତନର ଶିକାର ହେଲେ
							
ಸಮಾನಾರ್ಥಕ : ରୋଗ ଓଲଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
							ಉದಾಹರಣೆ : 
							ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
							
ಸಮಾನಾರ್ಥಕ : ପରିକ୍ରମଣ, ପରିକ୍ରମା
ಇತರ ಭಾಷೆಗಳಿಗೆ ಅನುವಾದ :
A single complete turn (axial or orbital).
The plane made three rotations before it crashed.ಅರ್ಥ : ଘୂରିବାର ପ୍ରକ୍ରିୟା
							ಉದಾಹರಣೆ : 
							ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
							
ಸಮಾನಾರ್ಥಕ : ଘୂର୍ଣ୍ଣନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of rotating as if on an axis.
The rotation of the dancer kept time with the music.ಅರ್ಥ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
							ಉದಾಹರಣೆ : 
							ବଲର ଆବର୍ତ୍ତନ ବହୁତ ତୀବ୍ର
							
ಸಮಾನಾರ್ಥಕ : ଘୂର୍ଣ୍ଣନ
ಇತರ ಭಾಷೆಗಳಿಗೆ ಅನುವಾದ :